ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍.ୟୁ.ସି.ଆଇସି
ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍.ୟୁ.ସି.ଆଇସି #କଟକ(ଏନ୍.ଏମ୍.): କଟକ ସହରରେ ଡେଙ୍ଗୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ମାତ୍ର ସିଏମସି କେବଳ ଲୋକଦେଖାଣିଆ ସଚେତନତା କରି ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସହରବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦେଉନଥିବା ଏସୟୁସିଆଇସି ପକ୍ଷରୁ ଅଭିଯୋଗ ହୋଇଛି । କଟକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା, ସହରର ପରିମଳ ଓ…
