କୁମ୍ଭକର୍ଣ୍ଣ ନିଦ୍ରାରେ ଚୌଦ୍ୱାର ପୌର କର୍ତ୍ତୃପକ୍ଷ: ଫାଇଲରେ ବାନ୍ଧି ହୋଇ ଯାଉଛି ହଇଜା ନିରାକରଣ
କୁମ୍ଭକର୍ଣ୍ଣ ନିଦ୍ରାରେ ଚୌଦ୍ୱାର ପୌର କର୍ତ୍ତୃପକ୍ଷ: ଫାଇଲରେ ବାନ୍ଧି ହୋଇ ଯାଉଛି ହଇଜା ନିରାକରଣ ସଫେଇ ବାବଦ ରାଜସ୍ୱ ହଜମ ପାଇଁ ଲୋକପ୍ରତିନିଧିଙ୍କ ପ୍ରତିଯୋଗିତା ଚୌଦ୍ୱାର(ଏନ୍.ଏମ୍.) : ଚୌଦ୍ୱାର ପୌରାଞ୍ଚଳରେ ସମ୍ଭାବ୍ୟ ହଇଜା ସଂକ୍ରମଣକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ ପୌର କର୍ତ୍ତୃପକ୍ଷଙ୍କୁ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଅଭିଯୋଗ…