ରାଉରକେଲାରେ ହଇଜା: ଆଉ ଜଣେ ଆଖି ବୁଜିଲେ, ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି
ରାଉରକେଲାରେ ହଇଜା: ଆଉ ଜଣେ ଆଖି ବୁଜିଲେ, ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି #ରାଉରକେଲା(ଏନ୍.ଏମ୍.): ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତି ଉଦ୍ବେଗଜନକ ରହିଛି । ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ଶୁକ୍ରବାର ଅପରାହ୍ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ମୃତକ ହେଲେ ରାଉରକେଲା ପାୱାରହାଉସ୍ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨) ବୋଲି ଜଣାପଡ଼ିଛି । ସେ ହାଇଟେକ୍…
