ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ ସାଲେପୁର (ଏନ୍‌.ଏମ୍‌.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର ଘର ସାଙ୍ଗକୁ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ,ସେଥିରେ ପୁଣି କିଡନୀ ରୋଗରେ ଶଯ୍ୟାଶାୟୀ ସ୍ବାମୀ,ଦୁଇ ଦୁଇଟି ଛୋଟ ଛୁଆ ଙ୍କ ମୁହଁ କୁ ଅନେଇଦେଲେ ଆଖିରେ ଲୁହ ଆସିଯାଉଛି।ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି…

Read More

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ କଟକ (ଏନ୍‍.ଏମ୍‍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିସିର ବିଭିନ୍ନ ଗ୍ରୁପରୁ ୨ଶହରୁ ଉର୍ଦ୍ଧ୍ୱ କ୍ୟାଡେଟ, ବାଳକ ଓ ବାଳିକାମାନେ ସାମିଲ ହୋଇ…

Read More

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର ଆଠଗଡ଼(ଏନ୍‌.ଏମ୍‌.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା(ଏସସିବି)କୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆମାନେ ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ ଆସିଥାନ୍ତି…

Read More

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି କଟକ/ ସାଲେପୁର (ଏନ୍‌.ଏମ୍‌.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶାରୀ…

Read More

ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ

ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡା ସାହି ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ଏହି ସାହିରେ ବର୍ଷା ଜଳର ନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ଗ୍ରାମ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ରହିଥାଏ । ଗତ ବର୍ଷ ଏହି ସାହିର ମୁଖ୍ୟ ରାସ୍ତାକୁ କିଛି ଅଂଶ…

Read More

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର ଆଠଗଡ଼ (ଏନ୍‌.ଏମ୍‌.): ସ୍ଥାନୀୟ ଆଠଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଅଟୋରେ ଯାଉଥିବା ୨ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏପରିକି ଡ୍ରାଇଭରଙ୍କର ୨ଟି ଯାକ ଗୋଡ଼ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଠଗଡରୁ କନ୍ଦରପୁରକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦୁଟୋକଲି ସବରସାହି ନିକଟରେ…

Read More

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର ଆଠଗଡ଼(ଏନ୍‌.ଏମ୍‌.): ନିମ୍ନମାନର ଖାଦ୍ୟ ଖାଇ ହଷ୍ଟେଲରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଉକ୍ତ ହଷ୍ଟେଲର ୮ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଅଭିଯୋଗ ଅନୁଯାୟୀ ସବୁବେଳେ ପିଲାମାନଙ୍କୁ ଦିଆ ଯାଉଥିଲା ବାସି ଖାଦ୍ୟ । ପୂର୍ବ ଦିନ ରୋଷେଇରୁ ଯାହା ବଳୁଥିଲା ତାକୁ ଖାଇବାକୁ ପିଲାମାନଙ୍କୁ ଏକ ପ୍ରକାର ବାଧ୍ୟ କରା ଯାଉଥିଲା ।…

Read More

ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ

ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ କଟକ(ଏନ୍‌.ଏମ୍‌.): ସିଏମସି ୫୩ ନମ୍ବର ୱାର୍ଡ କର୍ପୋରେଟର ଅରବିନ୍ଦ ଜେନାଙ୍କ ଅନୁରୋଧ ରକ୍ଷା କରି ମେୟର ସୁବାସ ସିଂହ ୱାର୍ଡ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଏହି ପରିଦର୍ଶନ ସମୟରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ୱାର୍ଡ କର୍ପୋରେଟର ଶ୍ରୀ ଜେନା ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ୱାର୍ଡ଼ର କଲ୍ୟାଣୀ ନଗର, ଅନ୍ଦରପୁର, ଶ୍ରୀକ୍ଷେତ୍ର ନଗର, ଦୁଲ୍ଲାଦେଇ ରୋଡ ଆଦି…

Read More

ବର୍ଷା ଯୋଗୁ ସିଏମସି ୪୮ନମ୍ବର ୱାର୍ଡ ଜଳମଗ୍ନ: ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି

ବର୍ଷା ଯୋଗୁ ସିଏମସି ୪୮ନମ୍ବର ୱାର୍ଡ ଜଳମଗ୍ନ: ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି କଟକ(ଏନ୍‌.ଏମ୍‌.): ଲଗାଣ ବର୍ଷା ସମୟରେ କଟକ ସହର ଯେଭଳି ଜଳମଗ୍ନ ନହେବ ସେଥିପାଇଁ ସିଏମସି ପକ୍ଷରୁ ବେଶ ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଛି । ସିଏମସିର ଜଳନିଷ୍କାସନ ବ୍ୟବସ୍ଥା ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡର କିଛି ଅଂଶ ଜଳମଗ୍ନ…

Read More

କଟକ ସହରରୁ ପଙ୍କୋଦ୍ଧାର ନେଇ ସମୀକ୍ଷା କଲେ ମେୟର ଓ କମିଶନର

କଟକ ସହରରୁ ପଙ୍କୋଦ୍ଧାର ନେଇ ସମୀକ୍ଷା କଲେ ମେୟର ଓ କମିଶନର କଟକ(ଏନ୍‌.ଏମ୍‌.): କଟକ ସହରରେ ପଙ୍କୋଦ୍ଧାର ନେଇ ସିଏମସି ମେୟର ଓ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ମେୟର ସହରରୁ ପଙ୍କୋଦ୍ଧାର ନେଇ ଏକାଧିକବାର ଆଲୋଚନା କରିଥିଲେ ମଧ୍ୟ ନୂତନ କମିଶନରଙ୍କ ସହ ସମସ୍ତ ଅଧିକାରୀଙ୍କ ନେଇ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ସିଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ…

Read More

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପୁରୀ/କୋଣାର୍କ (ଏନ୍‌.ଏମ୍‌.): ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ର ସୁନ୍ଦର ବାର୍ତ୍ତା ସମସ୍ତ ଙ୍କୁ ସଚେତନ କରିବା ସହ ଦୁର୍ଘଟଣା କୁ ହ୍ରାସ କରି ବାରେ ସହାୟକ ହେବ ବୋଲି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍ ମୁରଲୀଧର ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନ ହଲ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର…

Read More

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ କଟକ(ଏନ୍‌.ଏମ୍‌.): କଟକ ସହରରେ ପୂର୍ବରୁ ବହୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ କଟକ ସହରକୁ ଡେଙ୍ଗୁ ମୁକ୍ତ ରଖିବା ପାଇଁ ସିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ମେୟରଙ୍କ ଅଭିଜ୍ଞତାରୁ ଏବେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ପ୍ରାଣଘାତୀ ସଂକ୍ରାମକ ରୋଗ ବ୍ୟାପିବାର ସମୟ ଆସିଛି…

Read More