ଦୃଷ୍ଟି ଏଜୁକେସନାଲ୍ରେ ଆନ୍ତର୍ଜାତୀୟ ଯୋଗ ଦିବସ
ଦୃଷ୍ଟି ଏଜୁକେସନାଲ୍ରେ ଆନ୍ତର୍ଜାତୀୟ ଯୋଗ ଦିବସ କଟକ(ଏନ୍.ଏମ୍.): କଟକ ସ୍ଥିତ ଦୃଷ୍ଟି ଏଜୁକେସନାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାରତର ସ୍କାଉଟ୍ ଓ ଗାଇଡ୍ର ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯୋଗ…
