ନାହାକାଣୀଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଷ୍ଟ୍ରୀୟ ଯୁବ ଦିବସ

ନାହାକାଣୀଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଷ୍ଟ୍ରୀୟ ଯୁବ ଦିବସ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଶିକ୍ଷାକେନ୍ଦ୍ରର କୁନି କୁନି ପିଲାମାନେ ସ୍ୱାମୀ ବିବେକାନନ୍ଦ ବେଶରେ ସୁସଜ୍ଜିତ ହୋଇ ପ୍ରଭାତ ଫେରି କରିବା ପରେ ବିଦ୍ୟାଳୟ ପରିସରରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ପ୍ରଧାନ…

Read More

ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ

ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପାଢୀଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା ନିର୍ଝରିଣୀ ସାମନ୍ତସିଂହାର,ସ୍ୱତନ୍ତ୍ର ଅଧିକାରୀ ପଦ୍ମଜା ଦାସ ଓ ନିଗମର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ…

Read More

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ #କଟକ (ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି । ଓଟିଇଟି ପରୀକ୍ଷାର ଫଳ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଫେଲ ହୋଇ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଅଭିଯୋଗ କରିଛନ୍ତି ଏବଂ ପରୀକ୍ଷା ପ୍ରଶ୍ନପତ୍ର ଓ ପରିଚାଳନାରେ ତ୍ରୁଟି ଥିବା…

Read More

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍‌କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

Read More

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ସହମତିରେ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଥିବା ଜଣାପଡ଼ିଛି ।…

Read More

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଶରୀରର କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇଗଲେ ସାରା ଜୀବନ ଅଚଳ ହୋଇଯିବ ସେଭଳି ହୀନ ମାନସିକତାକୁ ଦୂର କରିବା ତଥା ଅକ୍ଷମ ବ୍ୟକ୍ତିଙ୍କ ମନରେ ନୂତନ ଆଶା ସଞ୍ଚାର କରାଇ ସମାଜରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଅର୍ନ୍ତନିବେଶି ଶିକ୍ଷା ସାଧନା କେନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମଣ୍ଡଳସ୍ତରୀୟ…

Read More

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜର ଛାତ୍ରଛାତ୍ରୀମାନେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକିର ସଫଳତା ପାଇଁ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଛନ୍ତି । ଏଥିସହିତ ହକି ପ୍ରେମୀମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱକପ୍ ହକି ସମ୍ପର୍କୀତ ରଙ୍ଗୋଲି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିଚାରକ ଡଃ…

Read More

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ମେଫେୟାର ନଗରର ସ୍ନେହ ଫାଉଣ୍ଡେସନ ସେଲ୍‌ଟରଠାରେ ଏକ ସାତ ଦିନିଆ ଶୀତକାଳୀନ ଶିବିରର ଉଦ୍‌ଘାଟନ ହୋଇଯାଇଛି । ଏହି ଶିବିରର ଉଦ୍‌ଘାଟନ ସଭାରେ ଆଇ.ଏମ୍‌.ଏସ୍‌.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ଯୋଗ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।…

Read More

କନ୍ଦରପୁର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ

କନ୍ଦରପୁର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୂର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଧ୍ୟାପକ ନାରାୟଣ ପଣ୍ଡା, ଅନ୍ୟତମ ଅତିଥି ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତି ସଭାପତି ଶରତଚନ୍ଦ୍ର ସାମନ୍ତ ଯୋଗ ଦେଇଥିଲେ…

Read More

ବୋର୍ଡ଼ର ଘୋଷଣା: ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

ବୋର୍ଡ଼ର ଘୋଷଣା: ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା #କଟକ(ଏନ୍‌.ଏମ୍‌.): ମାଟ୍ରିକ୍ ପରୀକ୍ଷା ନେଇ ବୋର୍ଡ଼ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ଚାଲିବ । ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।…

Read More

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର #ସାଲେପୁର(ଏନ୍‌.ଏମ୍‌.): ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗୋଟିଏ ଡଷ୍ଟବିନରୁ ଉଦ୍ଧାର କରାଯାଇଛି । ତେବେ ଛାତ୍ରୀଙ୍କ ଏଭଳି କିଏ ଏବଂ କାହିଁକି କଲା ସେ ବିଷୟରେ ଜଣାପଡ଼ିନଥିଲେ ମଧ୍ୟ ପୁଲିସ ନିଜଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ସାଲେପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥିବା ଆବର୍ଜନା ଗୃହ ଭିତରେ ହାତଗୋଡ ବନ୍ଧା…

Read More

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ #କଟକ(ଏନ୍‌.ଏମ୍‌.): ବାରର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ୍ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯାଉ । ମାସକୁ ଖୁବ ବେଶିରେ ଗୋଟିଏ ଥର ଫୁଲ କୋର୍ଟ ରେଫରେନ୍ସ ହେଉ ଏବଂ ସେଥିପାଇଁ ମାସର ଶେଷ କାର୍ଯ୍ୟ ଦିବସ ଅଥବା ମାସର ଶେଷ ସପ୍ତାହର ଯେ କୌଣସି ଦିନ, ବିଶେଷକରି ଶୁକ୍ରବାର ଦିନ ୩ଟା…

Read More