ଟେକ୍ନୋ ୱାର୍ଲ୍ଡ କଲେଜରେ ନେତାଜୀ ଜୟନ୍ତୀ
ଟେକ୍ନୋ ୱାର୍ଲ୍ଡ କଲେଜରେ ନେତାଜୀ ଜୟନ୍ତୀ #ରାଇରଙ୍ଗପୁର(ଏନ୍.ଏମ୍.): ଦେଶର ସ୍ୱାଧୀନତା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ । ତାଙ୍କର ଆହ୍ୱାନ ଆଜିବି ଯୁବମାନସରେ ଦେଶ ପ୍ରେମ ଭରିଦିଏ ବୋଲି ଟେକ୍ନୋୱାର୍ଲ୍ଡ ଆବାସିକ ମହାବିଦ୍ୟାଳୟ ଠାରେ ଆୟୋଜିତ ଜୟନ୍ତୀ ସାମାରୋହରେ ମତ ପ୍ରକାଶ ପାଇବା ସହ ତାଙ୍କ ପରି ଦେଶପ୍ରେମୀ ଓ ସ୍ୱାଭିମାନୀ ଭାରତୀୟର ଆଦର୍ଶ ଓ ଧ୍ୟେୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମେତ ସଲଂଗ୍ନ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ…
