ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ
ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ #କଟକ(ଏନ୍.ଏମ୍.): ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଇଶିକ୍ଷା ଗ୍ରୁପ ଅଫ ସ୍କୁଲ ଆଣ୍ଡ କଲେଜ ପକ୍ଷରୁ ସ୍ଥାନୀୟ କଲ୍ୟାଣୀନଗର ସ୍ଥିତ ରବି ରାୟ ଲେନ୍ ଠାରେ ନୂତନ ଭାବେ ଏକ ପ୍ଲେ ସ୍କୁଲ ଏବଂ ସାଇ ଶିକ୍ଷା ଷ୍ଟଡି ସର୍କଲର ଶୁଭାରମ୍ଭ ହୋଇଯାଇଛି । ଯେଉଁ ଠାରେ ପ୍ଲେ ଠାରୁ ଷ୍ଟାଣ୍ଡାର୍ଡ ଥ୍ରୀ ପର୍ଯ୍ୟନ୍ତ ଏବଂ ତତ ସହିତ ଯୁକ୍ତ ଦୁଇ ବିଜ୍ଞାନ, ମେଡିକାଲ ଓ…
