ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ
ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ #ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଜଣେ ଗ୍ରାହକ ଗତ ଫେବୃୟାରୀ ୧୬ତାରିଖରେ ଠକେଇ ଅଭିଯୋଗ କରିଥିଲେ । ତେବେ ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟାଙ୍କ ପରିଚାଳକ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ…
