ଯୌତୁକ ରହିତ ନିଆରା ବିବାହ
ଯୌତୁକ ରହିତ ନିଆରା ବିବାହ [caption id="attachment_6504" align="alignnone" width="300"] News by Smruti Ranjan Tripathy (BBSR)[/caption] ଭୁବନେଶ୍ୱର(ଏନ୍.ଏମ୍.): ବିବାହ ଗୋଟିଏ ସାମାଜିକ କାର୍ଯ୍ୟକ୍ରମ । ବିବାହ ଭଳି ଗୋଟିଏ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ତାହା ସମସ୍ତଙ୍କ ପକ୍ଷେ ସହଜସାପେକ୍ଷ ହୋଇ ପାରିନଥାଏ । କେବେତେବେ…




















