ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ
ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ #ଭୁବନେଶ୍ୱର(ଏନ୍.ଏମ୍.) : ମଧୁ ବାବୁ ବହୁ ପ୍ରତିଭାର ଅଧିକାରୀ ଥିବା ସହ ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ ତାଙ୍କର ଦୂର ଦୃଷ୍ଟିଥିଲା । ମହିଳା ଓ ପୁରୁଷ କିପରି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସ୍ୱାବଲମ୍ବି ହୋଇପାରିବେ ସେଥିପାଇଁ ସର୍ବଦା ଉଦ୍ୟମ କରୁଥିଲେ ବୋଲି ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତି, ଆଇନଜୀବୀ…
