ମା’ଶାରଦା ଯୁବ ସଂଘ ପକ୍ଷରୁ ପ୍ରିମିୟର ଲିଗ କ୍ରିକେଟ

ମା’ଶାରଦା ଯୁବ ସଂଘ ପକ୍ଷରୁ ପ୍ରିମିୟର ଲିଗ କ୍ରିକେଟ #କଟକ(ଏନ୍‍.ଏମ୍‍.): ସ୍ଥାନୀୟ ଶିଖରପୁର ସ୍ଥିତ କୋରପୋଖରୀ ଅଞ୍ଚଳରେ ମା’ ଶାରଦା ଯୁବକ ସଂଘ ପକ୍ଷରୁ କୋରପୋଖରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ମ୍ୟାଚରେ ୬ ଓଭର ୧୨୩ ରନର ପିଛା କରି ମା’ ଷୋଳ ପୁଅ ମା’ ଦଳ ବିନା କୌଣସି ୱିକେଟ ବିନିମୟରେ ସିଦ୍ଧିବିନାୟକ ଦଳକୁ ପରାସ୍ତ କରି ଚାମ୍ପିୟନ ହେବା ସହ ନଗଦ ୨୧ହଜାର…

Read More

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ #ଭୁବନେଶ୍ୱର (ଏନ୍‍.ଏମ୍‍.): ଶିଶୁ ସମ୍ପଦର ସୁରକ୍ଷା ହେଲେ ଦେଶ ଓ ସମାଜ ସଶକ୍ତ ହେବ । ଶିଶୁ ସମ୍ପଦର ସୁରକ୍ଷା ପାଇଁ ଶିଶୁଙ୍କ ମୁଣ୍ଡରୁ ଶ୍ରମ ହଟାଇ ଶିକ୍ଷା ପ୍ରଦାନ କରିବା ଜରୁରୀ ବୋଲି ବୁଦ୍ଧପାର୍କ ସମ୍ମୁଖରେ ସିସିଡବ୍ଲ୍ୟୁଡି ଓ ଆକ୍ସନଏଡ୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଶିଶୁଶ୍ରମ ନିରୋଧ ଦିବସ ଅବକାଶରେ ଆୟୋଜିତ ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ମତ ପ୍ରକାଶ…

Read More

ପାନ୍ଥନିବାସ ପକ୍ଷରୁ ‘ପରିଚୟ’କଣ୍ଟେଣ୍ଟ କ୍ରିଏଟର୍ସ ମିଟ: ଓଡ଼ିଶାର ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର ସମ୍ବର୍ଦ୍ଧିତ

ପାନ୍ଥନିବାସ ପକ୍ଷରୁ ‘ପରିଚୟ’କଣ୍ଟେଣ୍ଟ କ୍ରିଏଟର୍ସ ମିଟ: ଓଡ଼ିଶାର ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର ସମ୍ବର୍ଦ୍ଧିତ #ଭୁବନେଶ୍ୱର(ଏନ୍‍.ଏମ୍‍.): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି…

Read More

ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ #ଭୁବନେଶ୍ୱର(ଏନ୍‍.ଏମ୍‍.): ଏବେ କିଛି ବର୍ଷ ଧରି ମେ ମାସରେ ଆସୁଥିବା ବାତ୍ୟା ରାଜ୍ୟର ବ୍ୟାପକ କ୍ଷତି କରି ପକାଉଛି । ତେବେ ଏହି ପ୍ରାକୃତିକ ବିପର୍ଯୟକୁ ରୋକିବା ସମ୍ଭବପର ନଥିଲେ ମଧ୍ୟ ଏହାଦ୍ୱାରା ହେଉଥିବା ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ନେଇ ଏକ ଜରୁରୀକାଳୀନ ବୈଠକ…

Read More

ବ୍ରହ୍ମପୁର ବୁଢ଼ିଠାକୁରାଣୀ ମନ୍ଦିର ବୁଲିଲେ ୫-ଟି ସଚିବ

ବ୍ରହ୍ମପୁର ବୁଢ଼ିଠାକୁରାଣୀ ମନ୍ଦିର ବୁଲିଲେ ୫-ଟି ସଚିବ – ପୂଜାର୍ଚ୍ଚନା ଓ ବିକାଶ ସମ୍ପର୍କରେ ଆଲୋଚନା -୧୫ ଦିନରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଆଜି ଥିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିରରେ ମାଆଙ୍କ…

Read More

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା #କୋଣାର୍କ (ଏନ୍‌.ଏମ୍‌.): ଦିବା ୧ଘଟିକା ସମୟରେ କୋଣାର୍କ ଏନଏସି ଅନ୍ତର୍ଗତ ୧ନମ୍ବର ୱାର୍ଡର ବେଠିଆଗଦା ଠାରେ ସୂର୍ଯ୍ୟ ନିର୍ମାଣ ଓ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଖବରରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ନିଜ ମା’ଙ୍କ ସୂର୍ଯ୍ୟ ପୂଜା ନିମନ୍ତେ ରାଜା ଲାଙ୍ଗୁଳା…

Read More

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ #ଜଗତପୁର(ଏନ୍‌.ଏମ୍‌.): ନିମପୁର ୧୯୮୪ ମସିହା ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ଜଗତପୁର ଗୟାନା ଛକଠାରେ ଏକ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏଭଳି ଅବସ୍ଥାକୁ ହୃଦବୋଧ କରି ନିମପୁର ଉଚ୍ଚ ବିଦ୍ୟାଳୟର…

Read More

କଟକ ଜିଆରପି ଏସ୍‌ପିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଟକ ଜିଆରପି ଏସ୍‌ପିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ରେଳବାଇ ପୁଲିସ କନେଷ୍ଟବଳ, ହାବିଲଦାର ସଂଘ ପକ୍ଷରୁ ଏସ୍‌ଆରସି ସୁନିଲ ଆଚାର୍ଯ୍ୟଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସମସ୍ତ ଅଧସ୍ତନକର୍ମଚାରୀମାନେ ଭାବ ବିହ୍ୱଳ ହୋଇ ପଡ଼ିବା ସହ ସମ୍ବର୍ଦ୍ଧନା ବେଳେ କାନ୍ଦି ପକାଇଥିଲେ । ଶ୍ରୀ ଆଚାର୍ଯ୍ୟ କନେଷ୍ଟବଳ ଓ ହାବିଲଦାରମାନଙ୍କୁ ନିଜ ଭାଇ ଭଳି ସ୍ନେହ କରୁଥିଲେ ବୋଲି ସଭାରେ କର୍ମଚାରୀମାନେ ମତବ୍ୟକ୍ତ କରିଥିଲେ । କଟକ…

Read More

ରାଜଭବନରେ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟର ସ୍ୱତନ୍ତ୍ର ପ୍ରସାରଣ

ରାଜଭବନରେ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟର ସ୍ୱତନ୍ତ୍ର ପ୍ରସାରଣ ‘ମନ୍ କି ବାତ୍‌’ ଦେଶ ଓ ଦେଶବାସୀଙ୍କ ପ୍ରତି ସମର୍ପିତ ଏକ ଅନନ୍ୟ କାର୍ଯ୍ୟକ୍ରମ: ରାଜ୍ୟପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହା ଦେଶ ଓ ଦେଶବାସୀଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ । ଶହେ ତମ ଅଧ୍ୟାୟରେ ପହଞ୍ଚିଥିବା ‘ମନ୍ କି ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରର ପ୍ରଧାନ ସେବକ ଭାବେ…

Read More

ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର : ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା

ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା #ଆଠଗଡ଼(ଏନ୍‌.ଏମ୍‌.): ପୁଅଟିଏ ହେବ, ପାଠ ପଢ଼ିବ ଭଲ ମଣିଷ ହେବ । ଆଉ ବୁଢ଼ାକାଳେ ଆଶା ବାଡ଼ି ଭଳି ସାହାରା ହେବ । ମଲାବେଳେ କାନ୍ଧରେ ନେବ ଆଉ ପିଣ୍ଡପାଣି ଦେବ । ଏହି ଆଶା ନେଇ ବାପମା’ କେତେ ଦିଅଁ ଦେବତା ପୂଜା କରନ୍ତି । ଆଉ ପୁଅଟିଏ ଜନ୍ମ ହେବା ପରେ କେତେ…

Read More

ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା

ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା #କଟକ(ଏନ୍‌.ଏମ୍‌.): ତାନ୍ତ୍ରିକ ମୌଲାନା କୈଫ ଖାଁ ଗତକାଲି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବେଳେ ତା ବିରୋଧରେ ଆଜି ପୁଣି ଆଉ ଅଭିଯୋଗ ଥାନାରେ ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ…

Read More

ବେଆଇନ କାଠ କୋଇଲା ଜବତ

ବେଆଇନ କାଠ କୋଇଲା ଜବତ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ଜଙ୍ଗଲରେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ବନ କର୍ମଚାରୀ ମାନେ ୬ ବସ୍ତା ପ୍ରାୟ ୧୫୦କିଗ୍ରା କାଠ କୋଇଲା ଜବତ କରିଛନ୍ତି । ବନପାଳ ଲମ୍ବୋଦର ନାୟକ ଓ ବନରକ୍ଷୀ ରୂପାଲି ପୃଷ୍ଟି ନିୟମିତ ପେଟ୍ରୋଲିଂରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖାଯାଇଥିବା କାଠ କୋଇଲା ଗୁଡ଼ିକ ଜବତ କରିଥିଲେ । ତେବେ ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ବନାଞ୍ଚଳ କେସ…

Read More