ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ
ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ ଯୋଗାଣ ବିଭାଗ ଉପରେ ଉପଭୋକ୍ତାଙ୍କ ତୁଟୁଛି ଭରସା କଟକ(ଏନ୍.ଏମ୍.): ଗରିବ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀରେ ମିଶିଛି ଗେଟି ପଥର ଓ ମାଟି । ଏ ନେଇ ଉପଭୋକ୍ତାମାନେ ସମ୍ପୃକ୍ତ…












