ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା
ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା ଭୁବନେଶ୍ୱର (ଏନ୍.ଏମ୍.) : ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାଦାନ ଅଭିଯାନରେ ଆଜି ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି । ରାଜ୍ୟସରକାରଙ୍କ ଉଦ୍ୟମ ଯୋଗୁଁ ଟିକାକରଣ କ୍ଷେତ୍ରରେ ଏହି ସଫଳତା ମିଳିପାରିଛି । ଟିକାକରଣର ସଫଳତା ସମ୍ପର୍କରେ…
