ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା

ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍‌କ୍ଲେଭ୍ ପାଇଁ ବୃହତ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର…

Read More

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ ଚୌଦ୍ବାର(ଏନ‌.ଏମ‌.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ। ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା କରି ଆରମ୍ଭ ହୁଏ ଏହି…

Read More

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୋଣାର୍କ (ଏନ‌.ଏମ‌.): କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ପାଖରେ ହବିଷ ବ୍ରତ କରିବାକୁ ହବିଷ୍ୟାଳୀ ମାନେ ପୁରୀ ଆସୁଥିବୋବେଳ ସେମାନଙ୍କ ସୁବିଧା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦେକ୍ଷପ ଗ୍ରହଣ କରାଯାଇଛି। ଆଜି ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା,…

Read More

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା କଟକ(ଏନ୍‌.ଏମ୍‌.): କଟକରୁ ସାଇକେଲ ଯୋଗେ କେଦାରନାଥ ଯାତ୍ରା । ତେବେ ଏଭଳି ପଦକ୍ଷେପ କଟକ ସହରର ଯୁବ ବର୍ଗକୁ ଆଶ୍ଚର୍ଯ୍ୟ କରିଛି । ଏହା ଦୁଃସାଧ୍ୟ ବୋଧ ହେଉଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇବାକୁ ଉଦ୍ୟମ କରିଛନ୍ତି ଖାନନଗର ଅଞ୍ଚଳର ଦୀପକ ପ୍ରଧାନ । ଦେଶର ବିଭିନ୍ନ ତୀର୍ଥ ସ୍ଥାନ ରହିଛି । ସେଠାକୁ ଯିବା ଲାଗି ଅନେକ ବାଇକ ଯୋଗେ ଯାତ୍ରା କରି ସଫଳତା ପାଇଛନ୍ତି ।…

Read More

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ମାଡ଼ପିଟ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅନ୍ତର୍ଗତ ସାନ ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାଡ଼ପିଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପରିବାର ଲୋକଙ୍କ ଥାନା ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ନିଜ ଜମି ଉପରେ ନିତ୍ୟାନନ୍ଦ ସାହୁଙ୍କ ପରିବାର ୩…

Read More

ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ

ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ କିଆଝର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ଅନଧିକାର ଭାବେ ପ୍ରବେଶ କରି ଦଶମ ଶ୍ରେଣୀର ଛାତ୍ର କାହ୍ନୁ ଚରଣ ବିଶ୍ୱାଳକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କିଆଝର ଗ୍ରାମର ଭୀମସେନ ନାୟକ ଓରଫ ସିପୁନ(୨୨)ବୋଲି ଜଣାପଡ଼ିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡା ଉପକାରାଗାରକୁ ପଠାଇ ଦିଆଯାଇଥିବା…

Read More

କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଂଚାୟତ ନିବାସୀ କର୍କଟ ପୀଡ଼ିତ କୌଳାଶ ଚନ୍ଦ୍ର ପୁହାଣଙ୍କ ପୁଅ ମିଥୁନ ପୁହାଣ(୩୦)ଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ କୁମାର ବାରିକ । ସୂଚନାଯୋଗ୍ୟ, ମିଥୁନଙ୍କ ପାଟିରେ ଏକ ଘା ହୋଇ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଙ୍କୁ ଯୋଗଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୁଖ କର୍କଟ…

Read More

ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ

ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ ଜଗତପୁର(ଏନ୍‍.ଏମ୍‍.): ଜଗତପୁର ନିମପୁର କିଶୋର କ୍ଲବ ଠାରେ ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ଓ ଠିକାଦାରମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଠିକାଦାର ଓ ରାଜମିସ୍ତ୍ରୀମାନଙ୍କୁ ରୌପ୍ୟ ମୁଦ୍ରା, ଫ୍ରିଜ୍‌, ଟେଲିଭିଜନ, ପଙ୍ଖା ଓ ଗ୍ରାଇଣ୍ଡର ଇତ୍ୟାଦି ଉପହାର ପ୍ରଦାନ କରାଯାଇଥିଲା । ଜେକେ ଲକ୍ଷ୍ମୀ କମ୍ପାନୀ ତରଫରୁ ବୈଷୟିକ ଅଧିକାରୀ ଇଂ….

Read More

ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଭୂମିପୂଜନ

ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଭୂମିପୂଜନ କୋଣାର୍କ(ଏନ୍‌.ଏମ୍‌.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନକୁ ସୁରକ୍ଷିତ କରିବା ପାଇଁ ଗର୍ଭଗୃହରୁ ବାଲି କାଢ଼ିବା ପୂର୍ବରୁ ସୂର୍ଯ୍ୟ ମନ୍ଦିର ପରିସରରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ଖସୁଥିବା ପଥରର ସୁରକ୍ଷା ଓ ଲୁଣା ପବନ ଦାଉରୁ ମନ୍ଦିରର ସୁରକ୍ଷା ନିମନ୍ତେ ଗର୍ଭଗୃହ ସମେତ ୩ ଗୋଟି…

Read More

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା ଆଗଠଗଡ଼(ଏନ୍‌.ଏମ୍‌.): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ପତ୍ନୀ ସହାୟତା ପାଇଁ କରୁଛନ୍ତି ଆକୁଳ ନିବେଦନ । ବୃଦ୍ଧା ଶାଶୁ ଓ କୁନି ଝିଅଟିକୁ କୋଳରେ ଧରି ସ୍ୱାମୀର ଜୀବନ ଭିକ୍ଷା କରିଛନ୍ତି ମିନତୀ ପୁହାଣ । ଜୀଇଁ ବାର ଅନ୍ୟନାମ ଜୀବନ । ଆଉ ଜୀବନ ବଞ୍ଚାଇବାକୁ ମଣିଷ କେତେ ଯେ କଣ କରିପାରେ…

Read More

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ     ଜଗତପୁର (ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁରସ୍ଥିତ ତୋରଳ ପୂଜା କମିଟି ପକ୍ଷରୁ ୧୬ତମ ଗଣେଶ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୮ଦିନ ଧରି ଆୟୋଜିତ ଏହି ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଷ୍ଟଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସମ୍ପ୍ରତି ରାଜ୍ୟର ବହୁ ଲୋକକଳା ହଜିବାକୁ ବସିଥିବାବେଳେ ସେ…

Read More

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତା୧୬ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନାରାଙ୍ଗବସ୍ତ…

Read More