ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ
ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ଜଗତପୁର(ଏନ୍.ଏମ୍.): କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଫେଜ-୨ ପରିସରରେ ଥିବା ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ…



















