ଏନଆଇଇଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨
ଏନଆଇଇଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨ ଭୁବନେଶ୍ୱର (ଏନ୍.ଏମ୍.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ…




















