ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌

ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ଭାରତକୁ ଜାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନ ଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ସହ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ସମ୍ପର୍କରେ ସଚେତନ ହୋଇଥାନ୍ତି । ସେମାନଙ୍କର ଆଶା ଓ ଅଭିଜ୍ଞତାକୁ ବାଣ୍ଟିବା ସହିତ ସେମାନଙ୍କର…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା #କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛିି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ,…

Read More

ଜୀ-ସାର୍ଥକର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

ଜୀ-ସାର୍ଥକର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି । ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀ କୁ ନେଇ ଏସପିପି ପ୍ରଡକ୍‌ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଦେଖିପାରିବେ କେବଳ ଜୀ-ସାର୍ଥକରେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ ।ଆଜି ଭୁବନେଶ୍ୱରସ୍ଥିତ…

Read More

ଚତୁର୍ଥ ଲୋକକଳା ମହୋତ୍ସବ : ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା

ଚତୁର୍ଥ ଲୋକକଳା ମହୋତ୍ସବ ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା #କୋଣାର୍କ (ଏନ୍‌.ଏମ୍‌.): ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଭୁବନେଶ୍ୱର, ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ଓମଫେଡର ମିଳିତ ସହଯୋଗରେ କୋଣାର୍କର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ କୋଣାର୍କ ଜଗନ୍ନଥ ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ଆୟୋଜିତ ହେଉଛି ଚତୁର୍ଥ ଲୋକକଳା ମହୋତ୍ସବ । ଆୟୋଜିତ ଚତୁର୍ଥ ଲୋକକଳା ମହୋତ୍ସବର…

Read More

ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା #କଟକ(ଏନ୍‍.ଏମ୍‍.): ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତକରଣ କରିବା ସଂଗେ ସଂଗେ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସମଗ୍ର ଭାରତ ବର୍ଷରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଏକ ଉଦାହରଣ ପାଲଟିଛନ୍ତିି । ଏହି ଅବସରରେ ଚୌଦ୍ୱାର କଟକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ସୌଭାଗିନୀ ଜେନାଙ୍କ ନେତୃତ୍ୱରେ କଟକ ସିଟି କମିଟିରେ ସ୍ଥାନ ପାଇଥିବା ବିଭିନ୍ନ ପଦାଧିକାରୀମାେ ଚୌଦ୍ୱାର କଟକର ପ୍ରାକ୍ତନ ବିଧାୟକ ଡଃ…

Read More

କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ

କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ #ଆଠଗଡ଼(ଏନ୍‍.ଏମ୍‍.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କପୁରସିଂ ଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ୍ସ ଓ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଯୋଗଦେଇ କ୍ରିକେଟ ଉତ୍କର୍ଷତା କେନ୍ଦ୍ରକୁ ଉଦ୍‍ଘାଟନ କରିଥିଲେ । ମୂଖ୍ୟଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କ୍ରାନ୍ତି ବେହେରା,…

Read More

ଚୌଦ୍ୱାର କାରାଗାରରେ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ

ଚୌଦ୍ୱାର କାରାଗାରରେ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ଜେଲ୍‌ର ୩ ନମ୍ବର ସେଲ ଏବେ ନୂଆ ଠିକଣା, ୨୪ ଘଣ୍ଟା ସିଟି କ୍ୟାମେରା ନଜରରେ #କଟକ/ ଚୌଦ୍ୱାର (ଏନ୍‌.ଏମ୍‌.): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଝାରୁସୁଗଡା ସବ୍‌ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାକୁ ଅଣାଯାଇଥିଲା । ଏକ ସ୍ୱତନ୍ତ୍ର ଟିମ୍ ଗୋପାଳକୁ ଧରି ରାତି ପ୍ରାୟ ୮ଟା ୨୦ ମିନିଟ୍‌ରେ ଚୌଦ୍ୱାର ଜେଲ୍‌ରେ…

Read More

ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ

ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକଗତ ଖବର ପାଇ କଟକ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ରାଜନେତା ତଥା ଅଞ୍ଚଳର ମୁରବୀମାନେ ପୀଠାପୁର ତାରାଚାନ୍ଦ ପାଟଣାସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ମିଶ୍ର କେବଳ ଜଣେ ଫଟୋ ସାମ୍ବାଦିକ ଥିଲେ ତାହା ନୁହେଁ ସେ ଏକାଧାରରେ ଲେଖକ ମଧ୍ୟ ଥିଲେ ।…

Read More

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା: ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ #କଟକ(ଏନ୍‌.ଏମ୍‌.): ସିଏମସିରେ ଏବେ ଅଶାନ୍ତି ରାଜ କରୁଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ବିରୋଧୀ କର୍ପୋରେଟରମାନେ ଅହୋରାତ୍ର ଧାରଣାରେ ବସିଥିବାବେଳେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ସେହିଭଳି ସିଏମସିରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଛି । ସହରର ବିଭିନ୍ନ…

Read More

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ ନୂଆଦିଲ୍ଲୀ(ଏଜେନ୍ସି): ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର ତଥା ଦେଶଦ୍ରୋହ ମାମଲାରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶା କଟକ ଜିଲ୍ଲା ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ମଧ୍ୟ ରହିଛି । ଅବଦୁର ଦୀର୍ଘ ବର୍ଷ ଧରି…

Read More

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଆଗେଇ…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସମ୍ପ୍ରତି ରାଜ୍ୟ କ୍ୟାବିନେଟ୍ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।…

Read More