ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର
ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର ପୁରୀ (ଏନ୍.ଏମ୍.): ସବୁଠୁ ବଡ଼ ଖିଆ ବୋଲି ପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ । ତେବେ କାଳିଆର ବଡ଼ ଖିଆ ବୋଧେ କିଛି ଲୋକଙ୍କ ମନକୁ ପାଉନି । ତେଣୁ କାଳିଆ ସାଆନ୍ତଙ୍କ ପାଇଁ ନିର୍ମିତ…




















