ବାତ୍ୟା ‘ସିତ୍ରଙ୍ଗ୍’ରେ ପରିଣତ ହେଲା ଡିପ୍ ଡିପ୍ରେସନ
ବାତ୍ୟା ‘ସିତ୍ରଙ୍ଗ୍’ରେ ପରିଣତ ହେଲା ଡିପ୍ ଡିପ୍ରେସନ ଭୁବନେଶ୍ୱର(ଏନ୍.ଏମ୍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ସିତ୍ରାଙ୍ଗ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ରବିବାର ସଂଧ୍ୟାବେଳେ ଏହା ବାତ୍ୟା ରୂପ ନେଇଥିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣକୁ ୫୮୦କିଲୋମିଟର ଦୂରରେ ଓ ବାଙ୍ଗଲାଦେଶର ବାରିସାଲ ଠାରୁ ୭୪୦ କିଲୋମିଟର ଦକ୍ଷିଣ…
