ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ଅବସରଗ୍ରହଣ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ଅବସରଗ୍ରହଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ…

Read More

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ ଆଠଗଡ଼/କଟକ (ଏନ୍‌.ଏମ୍‌.): ଗୁଜୁରାଟର ମୋର୍ବି ସହରରେ ଗତ ରବିବାର ଦିନ ଝୁଲା ପୋଲ ଛିଣ୍ଡି ପଡ଼ିବା ପରେ ଏବେ ସାରା ଦେଶରେ ଥିବା ଝୁଲାପୋଲଗୁଡ଼ିକୁ ଯାଞ୍ଚ କରାଯାଉଛି । ଓଡିଶାର ଅନ୍ୟତମ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁଟି…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ କଟକ(ଏନ୍‌.ଏମ୍‌.): ଜଗତପୁର ମହାନଦୀ ବ୍ୟାରେଜର ୨୨ନମ୍ବର ଗେଟ ରୋପ ଛିଡି ଯାଇ ଫାଟକଟି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । କେବଳ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ନଦୀର ଜଳକୁ ଅଟକାଇ ରଖିଥିବା ଫାଟକଟି ହୁଗୁଳି ଯିବାରୁ ଜଳ ଦ୍ରୁତ ଗତିରେ ପ୍ରଭାବିତ ହେଉଛି । ସୁଚନା ଥାଉକି ଚଳିତ…

Read More

ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ

ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ #ଚୌଦ୍ୱାର (ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ମଧୁସୂଦନ ସେତୁରେ ବର୍ଷ ବର୍ଷ ଧରି ଆଲୋକୀକରଣ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବିଶେଷ କରି ଏହି ରାସ୍ତାଟି ଘନ ଅନ୍ଧକାର ରହୁଥିବା ଯୋଗୁଁ ଏହି ରାସ୍ତାଦେଇ ଯାତାୟତ ସମୟରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାଘଟି ବହୁ ଧନଜୀବନ କ୍ଷତି ହେଉଛି । ବିଶେଷ କରି ଅନ୍ଧାର ରାତିର ସୁଯୋଗ ନେଇ ଅସାମାଜିକ…

Read More

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ ଚୌଦ୍ୱାର(ଏନ୍‌.ଏମ୍‌.): ହେତୁବାଦୀ ଗୋଷ୍ଠୀଙ୍କ ବିରୋଧରେ ରାଜ୍ୟସାରା ଅସନ୍ତୋଷ ତେଜିବାରେ ଲାଗିଛି । ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ପଡ଼ିଥିବା ସୂର୍ଯ୍ୟ ପରାଗ ଦିନ ଆମିଷ ଭକ୍ଷଣ ଏବଂ ଗଣ ଭୋଜି ଦାନ ତଥା ହେତୁବାଦୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବିଭିନ୍ ଅପ୍ରାସଙ୍ଗିକ ମନ୍ତବ୍ୟ ସମଗ୍ର ହିନ୍ଦୁ ଧର୍ମ ତଥା ହିନ୍ଦୁ ସମାଜ ଓ ପରମ୍ପରା ପ୍ରତି କୁଠାରାଘାତ ବୋଲି ବିଭିନ୍ନ…

Read More

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ କଟକ(ଏନ୍‌.ଏମ୍‌.): ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଔପଚାରିକ ଭାବେ ଓସିଏର ନୂଆ ସଭାପତି ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଶ୍ରୀ ଦାସଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି…

Read More

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ; ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖମନ୍ତ୍ରୀ…

Read More

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଠାରେ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ୧ତାରିଖରୁ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । ଏ ସମ୍ପର୍କରେ ଆଜି ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ…

Read More

ଏସିଆର ୭ଟି ଦେଶର ରାଷ୍ଟ୍ରଦୂତମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

ଏସିଆର ୭ଟି ଦେଶର ରାଷ୍ଟ୍ରଦୂତମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କୋଣାର୍କ(ଏନ୍‌.ଏମ୍‌.) : ଏସିଆ ମହାଦେଶର ୭ଟି ଦେଶର ରାଷ୍ଟ୍ରଦୂତମାନେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନରେ ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୃନେଇ, ଇଣ୍ଡୋନେସିଆ, ଲାଓପୀଡିଆ ଦେଶର ରାଷ୍ଟ୍ରଦୂତମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଭାରତୀୟ ତୈଳ ପ୍ରତିଷ୍ଠାନର (ଆଇଓସିଏଲ) ଦ୍ୱାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ସମୁଖରେ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯିଇ ସ୍ୱାଗତ କରାଯାଇଥିଲା । ସପ୍ତଦେଶୀୟ…

Read More

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି । ବିଶେଷ କରି କଟକ ଭୁବନେଶ୍ୱର ଭଳି ଦ୍ୱୈତ ନଗରୀରେ ବହୁ ଲୋକ ଛାତ ଉପରେ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଥିଲେ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି । ତେବେ ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ…

Read More

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ ଭୁବନେଶ୍ୱର(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ସିତ୍ରାଙ୍ଗ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ରବିବାର ସଂଧ୍ୟାବେଳେ ଏହା ବାତ୍ୟା ରୂପ ନେଇଥିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣକୁ ୫୮୦କିଲୋମିଟର ଦୂରରେ ଓ ବାଙ୍ଗଲାଦେଶର ବାରିସାଲ ଠାରୁ ୭୪୦ କିଲୋମିଟର ଦକ୍ଷିଣ…

Read More

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଶେଷ, ବିପକ୍ଷ କଲେ ନାହିଁ ପ୍ରତିଦ୍ୱନ୍ଦ୍ୱିତା #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ ବୋଲି ଜଣାପଡ଼ିଛି । କାରଣ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଶୀର୍ବାଦ ବେହେରା ଗୋଷ୍ଠୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।…

Read More