କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି #ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ଦେଶରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳରେ ପ୍ରସ୍ତୁତି ଆରମ୍ଭ ହୋଇଛି । ନେତାମାନେ କିଭଳି ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରି ପାରିବେ ସେ ନେଇ ଜୋରଦାର…




















