କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଏଲ.କେ. ମହାପାତ୍ର ଯୋଗଦେଇ ନାଚଗୀତ ଦ୍ୱାରା ବେଳେବେଳେ ଭାରାକ୍ରାନ୍ତ ମନ ହାଲୁକା ହୋଇଯାଏ ବୋଲି ମତପ୍ରକାଶ କରିଥିଲେ । ତେବେ ସାତସାହି ନୃତ୍ୟୋତ୍ସବ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ତା’ର କର୍ମକର୍ତ୍ତାଙ୍କ ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଜାତୀୟସ୍ତରୀୟ ନୃତ୍ୟ, ସଂଗୀତ…

Read More

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ବିଜୟନଗରମ(ଏଜେନ୍ସି): ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନରେ ହୋଇଥିବା ଟ୍ରେନ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ଜଣ…

Read More

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ ରାୟଗଡ଼ା (ଏନ୍‌.ଏମ୍‌.) : ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଘଟିଥିଲା। ଏଥିରେ…

Read More

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ କୁଏତ (ଏଜେନ୍ସି): ସମୟ ଏବଂ ସ୍ୱାସ୍ଥ୍ୟ ହେଉଛି ଦୁଇଟି ମୂଲ୍ୟବାନ ସମ୍ପତ୍ତି ଯାହାକୁ ଆମେ ଚିହ୍ନିପାରୁ ନାହୁଁ ଏବଂ ଏହାର ସଦୂପଯୋଗ ଅବଲମ୍ବନ ସହିତ, ଆମ ସମାଜରେ ସଚେତନତା ଓ ଯତ୍ନମାନ ଆତ୍ୟନ୍ତ ଆବଶ୍ୟକ । ପ୍ରଭାସୀ ଭାରତୀୟ ବୀମା ଯୋଜନା (ପିବିବିୱାଇ) ହେଉଛି ଏକ ବାଧ୍ୟତାମୂଳକ ବୀମା ଯୋଜନା, ଯାହା ବିଦେଶରେ ଚାକିରୀ କରିବାକୁ ଯାଉଥିବା ଇମିଗ୍ରେସନ୍ ଅନୁମତିପତ୍ର ଆବଶ୍ୟକୀୟ…

Read More

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ସଂଗୀତର ମୂର୍ଚ୍ଚନା ଆଜି ନିରବୀ ଯାଇଛି । ୭୬ବର୍ଷ ବୟସରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମିତ ସ୍ୱରୂପ ଏକାଧାରରେ ଜଣେ…

Read More

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା ପରୀକ୍ଷାତ୍ମକ ଭାବେ ଆସୁଛି ଏମରଜେନ୍ସି ଆଲଟ କଟକ(ଏନ୍‍.ଏମ୍‍.): ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ହଠାତ୍‍ ଏହି ମେସେଜ ଆସିବା ପରେ ଲୋକଙ୍କ ପଢ଼ିବା ପାଇଁ ଧର୍ଯ୍ୟ ଧରୁନାହାନ୍ତି । ଅଯଥାରେ ଛାନିଆ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ମେସେଜ ମୋବାଇଲ ଧାରୀଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ବରଂ…

Read More

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି ବିରୋଧୀଙ୍କ ମହଲରେ ଭାଳେଣୀ ଆରମ୍ଭ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱେଚ୍ଛାକୃତ ଅବସର ନେବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଅନୁମତି ମିଳିଛି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି .କେ. ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବେ । ସେ ଗତ ୨୦ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ…

Read More

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ #ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ବର୍ଷ ଇସ୍ରୋ ଗୋଟିଏ ପଟେ ଗୋଟିଏ ଫଳତାର ପାହାଚ ଚଢ଼ିବା ସହ ଇତିହାସ ସୃଷ୍ଟି କରିବାରେ ଲାଗିଛି । ବିଭିନ୍ନ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ସୃଷ୍ଟି କରିଛି । ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ଆଜି ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି । ଆଜି ପୂର୍ବାହ୍ନ…

Read More

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ନୂଆଦିଲ୍ଲୀ(ଏଜେନ୍ସି): ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଥାନ ଏବେ ରଘୁବର ନେଇଛନ୍ତି । ପ୍ରଫେସର ଶ୍ରୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରେ ଶେଷ ହୋଇଥିଲା…

Read More

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ #ନୟାଗଡ଼(ଏନ୍‌.ଏମ୍‌.): ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ । ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ କରି ଦେଇଥିଲେ । ମାତ୍ର ତାହା ପରେ ଆପ୍ ଡିଲିଟ ହୋଇ ଯାଇଥିବା ବେଳେ ବନ୍ଦ…

Read More

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌ #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ବିସ୍ତୁତ ଭାବେ ଗାଇଡ଼ଲାଇନ୍ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ…

Read More

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ #ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଗଠନ ହୋଇଥିବା ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ୨ଜଣ ବିଜେଡି ସାଂସଦ ସ୍ଥାନ ପାଇଛନ୍ତି । ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟି(୨୦୨୩-୨୪) ରେ ସଦସ୍ୟ ରୂପେ ବିଜେଡିର ଦୁଇଜଣ ସାଂସଦ ସ୍ଥାନ ପାଇଛନ୍ତି । କମିଟିରେ ସ୍ଥାନ ପାଇଥିବା…

Read More