ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ
ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ ଆଠଗଡ଼(ଏନ୍.ଏମ୍.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟସାରା ଜଳମଗ୍ନ ହୋଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେବା ଫଳରେ ଏବେ ମହାନଦୀ ଫୁଲିବାରେ ଲାଗିଛି । ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦ୍ବୁଦ୍ଦ ଜଳ ନିଷ୍କାସନ ନିମନ୍ତେ ହୀରାକୁଦ ଜଳଭଣ୍ଡାରରୁ ୨୬ଟି ଗେଟ ଖୋଲାଯାଇଛି । ମହାନଦୀରେ ଏହି ଜଳ ପ୍ରବାହିତ ହେବା ଯୋଗୁଁ ମୁଣ୍ଡଳୀ ଠାରେ ସନ୍ଧ୍ୟା…
