ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା

ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିବା ସହ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ କୁମୁଡ଼ା ପଜୟପୁର ଠାରେ ପହଞ୍ଚି ୧୧୮କୋଟି ବ୍ୟୟ ରେ ମେଗା ପାନୀୟ ଜଳ ପ୍ରକଳ୍ପ ଇଣ୍ଟେକ୍ ଟ୍ୟାଙ୍କ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା…

Read More

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ଯାନ୍ତ୍ରୀକ ସଂଘର ସଂଗଠନ ସମ୍ପାଦକ ପ୍ରେମାନନ୍ଦ ବାରିକ(ୱାର୍କଚାର୍ଜ କ୍ଲର୍କ)ଙ୍କୁ ଅନ୍ୟାୟ ଭାବେ କଟକରୁ ଅନୁଗୋଳ ଜିଲ୍ଲାକୁ ହୋଇଥିବା ବଦଳି ଆଦେଶ ପ୍ରତିବାଦରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ସଂଗଠନ ସମ୍ପାଦକ ଶ୍ରୀ ବାରିକ ଏବେ କଟକ ଜନସ୍ୱାସ୍ଥ୍ୟ ଖଣ୍ଡ ଅଧିନରେ ଜୁନିୟର କ୍ଲର୍କ ଭାବେ କାର୍ଯ୍ୟକରୁଛନ୍ତି ।…

Read More

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର ଜଗତପୁର(ଏନ୍‌.ଏମ୍‌.): ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅଳତା ପ୍ରତିଯୋଗିତା, ରଜଗୀତ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ସଭା ହୋଇଥିଲା । ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଶିକ୍ଷାସମାଜର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର…

Read More

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡର ତରୋଳ ବେହେରା ସାହିରେ ରଜମହୋତ୍ସବ ଉଦଘାଟିତ ହୋଇଯାଇଛି । ସମାଜସେବୀ ଅଲେଖ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ତରୋଳ ଗ୍ରାମ କମିଟି ସଭାପତି ହେମରାଜ ବିଶ୍ୱାଳ, କୁଳମଣି ବେହେରା, ମାନସ ପରିଡା,…

Read More

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ଭୋଗୁଥିବା ଗଜରାଜ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବା ଜଣାପଡ଼ିଛି । ଦୀର୍ଘ ଆଠ ଦିନର ସଂଘର୍ଷ ପରେ ଶେଷରେ ଗୁଳିବିଦ୍ଧ ଦନ୍ତାହାତୀଟି ମୃତ୍ୟୁବରଣ କରିଛି । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି…

Read More

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ଜଗତପୁର(ଏନ୍‌.ଏମ୍‌.): ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଏହି ଦାବିଗୁଡ଼ିକୁ ଆଜି ସ୍ଥାନୀୟ ଜଗତପୁରସ୍ଥିତ ସତ୍ୟମ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ମନମୋହନ ସେଠୀ, ରାଜ୍ୟ ଉପ ପ୍ରଭାରୀ ଅବଦୁଲ ଅରଫିନ, ଡିଭିଜନ କମିଟି ସଦସ୍ୟ ଅମୀୟ କୁମାର…

Read More

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ : ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର ଜଗତପୁର(ଏନ୍‌.ଏମ୍‌.): କଟକରେ ସ୍ୱଚ୍ଛତା ପାଇଁ ଡିଣ୍ଡିମ ପିଟାଯାଉଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱଚ୍ଛ ଭାରତ ଅଭିଯାନ ଏଠାରେ ବିଫଳ ହେଉଛି । ଯାହା ସହରରେ ସ୍ୱଚ୍ଛତା କେବଳ କାଗଜକଲମରେ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲୁଛି । ନିୟମିତ ଘରକୁ ଘର ଆବର୍ଜନା ସଂଗ୍ରହ ହେବା, ଆବର୍ଜନାଗୁଡ଼ିକୁ ଏମସିସି କେନ୍ଦ୍ରରେ ପ୍ରୋସେସିଂ କରି କମ୍ପୋଷ୍ଟ ତିଆରି କରିବା ପାଇଁ…

Read More

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରାଣୀସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ…

Read More

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମନ୍ତ୍ରୀ…

Read More

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଆଠଗଡ଼(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଗୋଟିଏ କୁମ୍ଭୀର ମହାନଦୀରେ ବୁଲୁଥିବାବେଳେ ଏହା ବିରୂପାନଦୀର ଜଗତପୁର ଠାରୁ ଉଦ୍ଧାର କରାଯାଇଥିଲା । ତେବେ ଏହି କୁମ୍ଭୀର ଦେହରେ କିଛି ବୈଦୂତିକ ଯନ୍ତ୍ରପାତି (ଡିଭାଇସ) ଲାଗିଥିବାରୁ ଏହି କୁମ୍ଭୀରକୁ ନେଇ ବନ ବିଭାଗ କିମ୍ବା କୁମ୍ଭୀର ଉପରେ ସ୍ୱତନ୍ତ୍ର ଗବେଷଣା କରୁଥିବା ବିଭାଗ ଏହାକୁ ନଦୀରେ ଛାଡ଼ିଥିବା କୁହାଗଲା । ତେବେ ଉକ୍ତ…

Read More

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ ଆଠଗଡ଼(ଏନ୍‍.ଏମ୍‍.): ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସେ ସବୁ ବାଟମାରଣା ହୋଇଯାଉଛି । ଫଳରେ ସରକାରୀ ଯୋଜନା ଚାଷୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ଏହାର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ସରକାର କୃଷି ଓ କୃଷକର…

Read More

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ ଆଠଗଡ଼(ଏନ୍‌.ଏମ୍‌.): ଏବେ ଶଙ୍କଟରେ ଗଜରାଜ । ଗୋଟିଏ ପଟେ ମଣିଷ ଜଙ୍ଗଲ ଭିତରକୁ ଧସେଇ ପଶିବା ଯୋଗୁଁ ବନ୍ୟଜନ୍ତୁ ବାସହରା ବେସାହାରା ହୋଇପଡ଼ିଛନ୍ତି । ଦିନକୁ ଦିନ ଘଞ୍ଚ ଅରଣ୍ୟ ପାଲଟି ଯାଉଛି କଂକ୍ରିଟ ଜଙ୍ଗଲ ଆଉ ବିକାଶର ସ୍ମାରକୀ କଳକାରଖାନା । ଏଥିରେ ଅତିଶୟ ବନ୍ୟଜନ୍ତୁ ବିଚରା ରହିବ କେଉଁଠି । ବାଧ୍ୟ ହୋଇ ପଶି ଆସୁଛି ଜନବସତି ଆଡକୁ । ଖାଦ୍ୟ ଗଣ୍ଡେ ନପାଇ…

Read More