ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା
ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା ଗାଈମାନଙ୍କୁ ପ୍ରତିଷେଧକ ଟୀକା ସହିତ ଗୋପାଳନଙ୍କୁ ସଚେତନତା ଉପରେ ଗୁରୁତ୍ୱ କଟକ(ଏନ୍.ଏମ୍.): ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ମତ୍ସ୍ୟ…



















