ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟଅଭିଯୁକ୍ତ କଟକରୁ ଗିରଫ: ଘରୋଇ ନର୍ସିଂହୋମରେ ହେଉଥିଲା ଚିକିତ୍ସା
ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟଅଭିଯୁକ୍ତ କଟକରୁ ଗିରଫ: ଘରୋଇ ନର୍ସିଂହୋମରେ ହେଉଥିଲା ଚିକିତ୍ସା #କଟକ (ଏନ୍.ଏମ୍.): ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ କଟକ ସହରରୁ ଗିରଫ ହୋଇଛି । ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିବା ବେଳେ ସେ ଧରାପଡ଼ିଛି । କମିଶନରେଟ୍ ପୁଲିସ୍ ସହାୟତାରେ ପଶ୍ଚିମବଙ୍ଗ ପୁଲିସ୍ ଚଢ଼ଉ କରି ମୁଖ୍ୟଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଓଡ଼ିଶା ସୀମା ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନପୁର ଅଞ୍ଚଳରେ ଭାନୁ…
