କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା
କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା ଭୁବନେଶ୍ୱର(ଏନ୍.ଏମ୍.): କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦରୋଗରେ ମଧ୍ୟ ଆକ୍ରାନ୍ତ…




















