ଅବକାରୀ ବିଭାଗର ଚଢ଼ାଉ: ବିପୁଳପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଜବତ
ଅବକାରୀ ବିଭାଗର ଚଢ଼ାଉ: ବିପୁଳପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଜବତ ଆଠଗଡ(ଏନ୍.ଏମ୍.): ରାଜ୍ୟରେ ବେଆଇନ ନିଶା କାରବାର ରୋକିବା କ୍ଷେତ୍ରରେ ସରକାର ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ବେଆଇନ ନିଶାବେପାରୀମାନଙ୍କୁ ରୋକିବା ବିଭାଗ ପାଇଁ ସତେ ଯେମିତି ଚାଲେଞ୍ଜ ହୋଇପଡ଼ିଛି । ଗୋଟିଏ ପଟେ ପୁଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଘନଘନ ଚଢ଼ାଉ କରୁଥିବାବେଳେ ନିଶା ମାଫିଆ କିନ୍ତୁ ବେଫିକର । ବିଭାଗୀୟ ଅଧିକାରୀ ଡାଳେଡାଳେ ଗଲେ ନିଶା…
