ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ

ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ #ଚୌଦ୍ୱାର (ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ମଧୁସୂଦନ ସେତୁରେ ବର୍ଷ ବର୍ଷ ଧରି ଆଲୋକୀକରଣ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବିଶେଷ କରି ଏହି ରାସ୍ତାଟି ଘନ ଅନ୍ଧକାର ରହୁଥିବା ଯୋଗୁଁ ଏହି ରାସ୍ତାଦେଇ ଯାତାୟତ ସମୟରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାଘଟି ବହୁ ଧନଜୀବନ କ୍ଷତି ହେଉଛି । ବିଶେଷ କରି ଅନ୍ଧାର ରାତିର ସୁଯୋଗ ନେଇ ଅସାମାଜିକ…

Read More

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଶନିବାର ଦିନ ରାଜ୍‌ଯ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନ ପଦ ଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର…

Read More

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ ଚୌଦ୍ୱାର(ଏନ୍‌.ଏମ୍‌.): ହେତୁବାଦୀ ଗୋଷ୍ଠୀଙ୍କ ବିରୋଧରେ ରାଜ୍ୟସାରା ଅସନ୍ତୋଷ ତେଜିବାରେ ଲାଗିଛି । ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ପଡ଼ିଥିବା ସୂର୍ଯ୍ୟ ପରାଗ ଦିନ ଆମିଷ ଭକ୍ଷଣ ଏବଂ ଗଣ ଭୋଜି ଦାନ ତଥା ହେତୁବାଦୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବିଭିନ୍ ଅପ୍ରାସଙ୍ଗିକ ମନ୍ତବ୍ୟ ସମଗ୍ର ହିନ୍ଦୁ ଧର୍ମ ତଥା ହିନ୍ଦୁ ସମାଜ ଓ ପରମ୍ପରା ପ୍ରତି କୁଠାରାଘାତ ବୋଲି ବିଭିନ୍ନ…

Read More

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି; ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ #କୋଣାର୍କ(ଏନ୍‌.ଏମ୍‌.): ଗୋଟିଏ ଗ୍ରାମରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ଗ୍ରାମର ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ତାଲା…

Read More

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ କଟକ(ଏନ୍‌.ଏମ୍‌.): ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଔପଚାରିକ ଭାବେ ଓସିଏର ନୂଆ ସଭାପତି ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଶ୍ରୀ ଦାସଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି…

Read More

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକ କାଳୀ ଭସାଣିରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ ବେଶ ଆକର୍ଷଣ ସୃଷ୍ଟି କରିଛି । ବିଭିନ୍ନ ବାଦ୍ୟର ତାଳେ ତାଳେ ଦୁଲୁକୁଛି କଟକ ସହର । ଘଣ୍ଟ, ଶଙ୍ଖ, ମହୁରୀ, ଦୁଲୁଦୁଲି ସହିତ ବ୍ରାସବ୍ୟାଣ୍ଡର ତାଳେ ତାଳେ ହୋଇଛି ଶକ୍ତିମୟୀ ପାପନାସିନୀ ମା’ କାଳୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ…

Read More

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ; ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖମନ୍ତ୍ରୀ…

Read More

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଠାରେ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ୧ତାରିଖରୁ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । ଏ ସମ୍ପର୍କରେ ଆଜି ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ…

Read More

ଆଠଗଡ଼ରେ ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ ୩ ଗିରଫ

ଆଠଗଡ଼ରେ ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ ୩ ଗିରଫ #ଆଠଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ଧାମନଗର ଉପନିର୍ବାଚନ ଯୋଗୁଁ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଶାସକ ବିଜେଡ଼ି ନିଜର ଦପଦପା ଜାହିର କରିବା ପାଇଁ ଧାମନଗର ଆସନକୁ ନିଜ ଅକ୍ତିଆରକୁ ଆଣିବା ନିମନ୍ତେ ସମସ୍ତ କଳ, ବଳ କୌଶଳ ଲଗାଇ ଦେଇଛି । ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ନିଜର ରଣ କୌଶଳ ଜୋରଦାର ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ଶାସକ ବିଜେଡିକୁ ମଧ୍ୟ ରାଜ୍ୟର…

Read More

ମା’ ଇଚ୍ଛାମୟୀ ରାଜ୍ୟରେ ଓଡ଼ିଆ ଭାଷା ଓ ପ୍ରଚାରରେ ଥିଲେ ପ୍ରେରଣାଦାତ୍ରୀ

ମା’ ଇଚ୍ଛାମୟୀ ରାଜ୍ୟରେ ଓଡ଼ିଆ ଭାଷା ଓ ପ୍ରଚାରରେ ଥିଲେ ପ୍ରେରଣାଦାତ୍ରୀ କଟକ(ଏନ୍‌.ଏମ୍‌.): ପ୍ରାୟ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁଦୂର ନାଗପୁର, ରାୟବରେଳୀ, ବିଳାସପୁର, ରାୟପୁର, କଟନୀ, ଓ ସିଲିଆରି ପ୍ରଭୃତି ରାଜ୍ୟ ବାହାର ସହରରେ ପ୍ରଚଳନ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ମା’ଇଚ୍ଛାମୟୀ ରାଉତରାୟ ଥିଲେ ପ୍ରେରଣାଦାତ୍ରୀ । ମହିୟସୀ ନାରୀ ନେତ୍ରୀ ମା ରମାଦେବୀଙ୍କର ଥିଲେ ସହକର୍ମୀ । ମର୍କତନଗର…

Read More

ପିକଅପ ଗାଡି ଧକ୍କାରେ ବାପଝିଅ ମୃତ

ପିକଅପ ଗାଡି ଧକ୍କାରେ ବାପଝିଅ ମୃତ କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡି କାଜି ବଜାର ଛକଠାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ପରିବା ବୋଝେଇ ପିକଅପ ଗାଡି ଏକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପଝିଅ ମୃତ୍ୟୁ ବରଣ କରିଛନ୍ତି । ମୃତକ ଦୁଇଜଣ ହେଲେ ସତ୍ୟଭାମାପୁର ଗ୍ରାମର ଅନୁପ ସାମଲ (୬୨) ଓ ତାଙ୍କ ଝିଅ ଅଞ୍ଜଳି ସ୍ୱାଇଁ(୩୯) ବୋଲି ପୁଲିସ ସୁତ୍ରରୁ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,…

Read More

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା କଟକ(ଏନ୍‌.ଏମ୍‌.): ଗତ ୨୫ ତାରିଖରେ ହୋଇଥିବା ସୂର୍ଯ୍ୟ ପରାଗରେ ବିଭିନ୍ନ ଜ୍ୟୋତିର୍ବିତମାନଙ୍କ ମତ ଅନୁଯାୟୀ ଗ୍ରହଣ ଲାଗୁଥିବା ସମୟରେ ଲୋକମାନେ ଆମିଷ ବା ଗରିଷ୍ଠ ଖାଦ୍ୟ ଗ୍ରହଣ କରିବା ଅନୁଚିତ । ହେଲେ ହେତୁବାଦୀମାନେ ରାଜଧାନୀରେ ଚିକେନ୍ ବିରିୟାନି ଖାଇବା ବିବାଦ ଏବେ ତେଜିବାରେ ଲାଗିଛି । ଏଭଳି ସ୍ପର୍ଶକାତର ଘଟଣା ସମସ୍ତ ହିନ୍ଦୁବାଦୀଙ୍କ ମନକୁ ଶକ୍ତ ଆଘାତ ଦେଇଛି । ହେତୁବାଦୀ ସଙ୍ଗଠନ ନାମରେ…

Read More