ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ
ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ କଟକ(ଏନ୍.ଏମ୍.): ପବିତ୍ର ରଜପର୍ବ ଅବସରରେ ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ ସମ୍ପତି ମୋଡ଼ାଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ସୁଭାସ ଚନ୍ଦ୍ର ସିଂହଙ୍କ ଦ୍ୱାରା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ୱାର୍ଡ଼ରେ ଥିବା ମା’ମାନଙ୍କୁ ନୂତନବସ୍ତ୍ର, ଖାଦ୍ୟ ସାମଗ୍ରୀ, ଶିଶୁଙ୍କୁ ହଗିସ, ମାସ୍କ ଏବଂ ସାନିଟାଇଜର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…
