ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ କଟକ (ଏନ୍‌.ଏମ୍‌.): କଟକ ଏସସିବି ମେଡିକାଲର ଇକମୋ ୟୁନରେ ଚିକିତ୍ସାଧୀନ ଥିବା ଶେଷ ରୋଗୀଙ୍କ ମୃତ୍ୟୁ ହୋଇଛି । ଶେଷ ମୃତକ ଜଣକ ମହିଳା ରୋଗୀ ଥିଲେ । ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ଜଣ ରୋଗୀ ଆଖି ବୁଜିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁପରେ ଏବେ…

Read More

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ ଆସନ୍ତା କାଲି ଫେରିବେ ଘରକୁ କଟକ (ଏନ୍‌.ଏମ୍‌.): ନାଗ ସାପ କାମୁଡ଼ାରେ କଲବଲ ହେଉଥିବା କୁନି ଝିଅଟି ଏବେ ସୁସ୍ଥ ହୋଇଛି । ଆସନ୍ତାକାଲି ସେ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବ ବୋଲି କଟକ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଦୀର୍ଘ ୪ମାସ ତଳେ ଜୁନମାସରେ ନବରଙ୍ଗପୁର ଜିଲ୍ଲା ଉମରକୋଟର…

Read More

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ କଟକ(ଏନ୍‌.ଏମ୍‌.): କଟକ ଅର୍ବାନ, ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଦେଶରୁ କୁପୋଷଣ ଦୂର କରି ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତ ଗର୍ଭବତୀ, ସ୍ତନ୍ୟଦାୟୀ ମା, ତଥା କିଶୋରୀ ବାଳିକାମାନଙ୍କୁ ସାଧାରଣତଃ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା, ସଶ୍ୟ, ଡାଲି, ତେଲ , ଘିଅ, ପନିପରିବା ଓ ଫଳରେ ସୁସ୍ୱାଦୁ ପୋଷଣ…

Read More

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲରେ ଜଣେ ଗରିବ ଅସହାୟ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଓଡ଼ିଶା ମୋ ପରିବାର ସହଯୋଗରେ ମୃତକଙ୍କୁ ତାଙ୍କ ଘରକୁ ପଠାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁରୁଲ ଗ୍ରାମର ଜଣେ ୪୫ ବର୍ଷିୟା ବି. ଈଶ୍ୱରୀ ରେଡ଼ି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ୍‌.କେ.ସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ…

Read More

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ #କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନରେ…

Read More

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ କଟକ (ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜଣେ ମହିଳା ରୋଗୀ ବୋଲି ଜଣାପଡ଼ିଛି । ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍କୁ…

Read More

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ କଟକ(ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ପୁଣି ଅଘଟଣ । ଆଜି ସକାଳୁ ଛାତରୁ କଂକ୍ରିଟ ଖସିପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଗୀ । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଏସସିବି ମେଡ଼ିକାଲର ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସି ପଡ଼ିଥିଲା । ସେତେବେଳ ରୋଗୀମାନେ ଟିକେଟ୍…

Read More

ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ

ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ, ନଗର ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁଆରୋଗ୍ୟ କାମନା କରି କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନର ସମ୍ମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ହଠାତ୍ ଅସୁସ୍ଥତା ଖବର ପାଇ ଆଜି କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ତରଫରୁ କଟକ କଲେଜଛକ ମା’ ଦଶମୀ ତାରିଣୀଙ୍କ ମନ୍ଦିରରେ ସମ୍ମୁହ…

Read More

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ #ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷର ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ଜାତୀୟ ପୁଷ୍ଟି ସପ୍ତାହ କାର୍ଯ୍ୟକ୍ରମ ଗତ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ମଙ୍ଗରାଜପୁର, ମହିଷାଲଣ୍ଡା…

Read More

ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ

ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ କଟକ(ଏନ୍‍.ଏମ୍‍.): ସୁନାମଧନ୍ୟ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ଷଡ଼ଙ୍ଗୀଙ୍କ ବିୟୋଗ ହୋଇଯାଇଛି । ସେ ହୃଦଘାତ ଜନିତ ଚିକିତ୍ସାଧିନ ଥିବାବସ୍ଥାରେ ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଷଡଙ୍ଗୀଙ୍କ ପୁତ୍ର-ପୁତ୍ରବଧୁମାନେ ଦେଶ ବାହାରେ ରହୁଥିବାରୁ ସେମାନେ ପହଞ୍ôଚବା ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ । କଟକ ରାଣୀହାଟସ୍ଥିତ ବାସ ଭବନରେ ମୃତଦେହ ସଂରକ୍ଷିତ ରଖାଯାଇଥିବାବେଳେ ବହୁ ବିଶିଷ୍ଟ…

Read More

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ କଟକ(ଏନ୍‌.ଏମ୍‌.): ରାଜ୍ୟର ସର୍ବ ବୃହତ୍ତ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ରାଜ୍ୟସରକାର ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ଲାଗି ଯୋଜନା କରିଥିବାବେଳେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେବା ସହ ଜଣେ ରୋଗୀ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିବା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ପାରିବା…

Read More

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସତ୍ୟରଞ୍ଜନ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ…

Read More