ପ୍ରେମକୁ ସ୍ୱୀକାର କଲେନି ପରିବାର: ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି; ଆରପଟେ ଶୁଦ୍ଧି ହେଉଥିଲେ ବାପା ମା’
ପ୍ରେମକୁ ସ୍ୱୀକାର କଲେନି ପରିବାର: ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି; ଆରପଟେ ଶୁଦ୍ଧି ହେଉଥିଲେ ବାପା ମା’ #କେନ୍ଦ୍ରାପଡ଼ା(ଏନ୍.ଏମ୍.): ପ୍ରେମକୁ ମିଳିଲାନି ସ୍ୱୀକୃତି । ବଢ଼ିଲା ଝିଅଟି ପ୍ରେମିକ ସହ ଚାଲିଯିବା ପରେ ଝିଅର ବାପଘର ଲୋକେ ଏହାକୁ ସହି ପାରିଲେନି । ଝିଅ କିମ୍ବା ତାର ପ୍ରେମିକର କୌଣସି କ୍ଷତି ନକରି ନିଜ ଭିତରେ ଝିଅକୁ ଶୁଦ୍ଧି ହୋଇ ପଡ଼ିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିସ୍ଥିତ ନୂଆବଜାର ଅଞ୍ଚଳରେ…
