ଜାତୀୟ ପ୍ରେସ୍ ଦିବସ: ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍ର ବଡ଼ କର୍ତ୍ତବ୍ୟ- ବାଚସ୍ପତି
ଜାତୀୟ ପ୍ରେସ୍ ଦିବସ: ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍ର ବଡ଼ କର୍ତ୍ତବ୍ୟ- ବାଚସ୍ପତି #ଭୁବନେଶ୍ୱର (ଏନ୍.ଏମ୍.): ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥାଏ । ଏହା ବ୍ୟତୀତ ପ୍ରେସ୍ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ । ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍ର ବଡ଼ କର୍ତ୍ତବ୍ୟ । ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ,…
