ମଧୁସୂଦନ ସେତୁ ଆଲୋକୀକରଣ ଧର୍ମକୁ ଆଖିଠାର: ଜେନରେଟର ହିଁ ସାହା ଭରଷା
ମଧୁସୂଦନ ସେତୁ ଆଲୋକୀକରଣ ଧର୍ମକୁ ଆଖିଠାର: ଜେନରେଟର ହିଁ ସାହା ଭରଷା #କଟକ(ଏନ୍.ଏମ୍.): ଠିକ ସମୟରେ କାମ ନକରି ଶେଷ ସମୟରେ ଅବଧି ମଧ୍ୟରେ ସାରିବା ପାଇଁ ତାଗିଦ ପାଇବା ପରେ ଯେନତେନ ପ୍ରକାର କାମ କରାଯାଉଛି । ଫଳରେ ସରକାରୀ ଅର୍ଥ ଲୋକଙ୍କ କାମରେ ଆସୁନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ-ନୂଆପାଟଣା ସଂଯୋଗ କରୁଥିବା ମଧୁସୂଦନ ସେତୁରେ । ଦୀର୍ଘ ଦିନ ଧରି ମଧୁସୂଦନ ସେତୁ…
