ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଚୌଦ୍ୱାର ପୌର ପରିଷଦରେ ଶାସକ ଦଳର ଜଣେ ନିର୍ବାଚିତ କାଉନସିଲର ପଦରୁ ଇସ୍ତଫା…

Read More

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ? ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଗମନାଗମନର ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ କରି ଦେଶର ସ୍ୱତନ୍ତ୍ର ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ।…

Read More

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି ଛେଣ୍ଡିପଦା (ଏନ୍‌.ଏମ୍‌.): ଛେଣ୍ଡିପଦା ଅଞ୍ଚଳରେ ଜମିଅଧିଗ୍ରହଣ ଉଦେଶ୍ୟରେ ଗାଁ ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ଅପବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ପୂର୍ବରୁ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ କରିବାକୁ ସରକାରୀ ନିୟମ ରହିଛି । ଛେଣ୍ଡିପଦା ତହସିଲ ଅଧିନରେ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି ଗୁଜୁରାଟ ମେନେରାଲ ଡେଭଲପମେଣ୍ଟ କର୍ପୋରେସନ ଜମିଅଧିଗ୍ରହଣ…

Read More

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି ୩ ବର୍ଷ ବିତିଲା ହେଲାନି ଡ୍ରେନ ଚାଲିଛି ଫଳକମରା ରାଜନୀତି ଜଗତପୁର (ଏନ୍‌.ଏମ୍‌.): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଥିଲା ବେଳେ ବିଜୁ ଜନତା ଦଳ ୨୦୨୩ ମସିହାରୁ ମାଳମାଳ ଫଳକ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଜଗତପୁର ଅଞ୍ଚଳରେ ଖୁନ୍ଦି ହୋଇଯାଇଛି । କେଉଠି ନୂଆ ଫଳକ ମରାଯାଉଛି ତ କେଉଁଠି ପୁରୁଣା ଫଳକରେ କାମଚଳା ପରିସ୍ଥିତିରେ ଗେଣ୍ଡୁ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଡିଜିପି #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୭ରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆଜି ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ ପୁରୀ(ଏନ୍‌.ଏମ୍‌.): ମର୍ତ୍ତ୍ୟର ବୈକୁଣ୍ଠ କୁହାଯାଉଥିବା ଶ୍ରୀକ୍ଷେତ୍ର ଧାମ ଏବେ ଚମକୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ପୁରୀ ସହର ଏବେ ନବ ବଧୂ ଭଳି ସଜେଇ ହୋଇଛି । କେବଳ ସେତିକି ନୁହେଁ ଶ୍ରୀସେତୁର ଶିରି ବଢ଼ାଉଛି ପଥର କାରୁକାର୍ଯ୍ୟ । ସେତୁର ଉଭୟ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନୁଭବ ଦେଉଛି ପଥର ଭାସ୍କର୍ଯ୍ୟ । ସେତୁ କାନ୍ଥରେ ଆକର୍ଷଣ ସାଜିଛି ମାଣବସା ଝୋଟି ଚିତା…

Read More

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ #କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳ ଆକାଶର ବୁକୁରେ ରଙ୍ଗିନ ଗୁଡ଼ି ଉଡ଼ାଇବାର ମଜା ନିଆରା । ପବନର ତାଳେ ତାଳେ ଗୁଡ଼ି ଉଡ଼ାଇ ମଜା ଅନୁଭବ କରିବାର ପରମ୍ପରା କାହିଁ କେତେକାଳରୁ ରହିଛି । ମାତ୍ର ଏବେ ଗୁଡ଼ିଉଡ଼ାର ସଉକ କାହାପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ପାଲଟିଥିବା ଦେଖିବାକୁ ମିଳିଛି । ବିଶେଷ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ । ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ…

Read More

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯିବା ଭଳି ଚାଞ୍ଚଲ୍ୟ ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଶ୍ୱଜିତ ତାଙ୍କ ମା’ଙ୍କ ସହିତ ରହୁଥିଲେ । ତାଙ୍କ ମା’ ଗତ କିଛି ଦିନ ହେବ ପୁରୀ ଯାଇଛନ୍ତି । ବିଶ୍ୱଜିତ ଏକା ଥିବା ବେଳେ ଗତ ଶୁକ୍ରବାର ତାଙ୍କୁ…

Read More

ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ

ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଏସକେୱାଇ ନବୀନ କାର୍ଡ଼ ପାଇଁ ରାଜ୍ୟସରକାର ଏସଓପି ଜାରି କରିଛନ୍ତି । ତେବେ ନିୟମିତ ସରକାରୀ ଚାକିରିଆ ହୋଇଥିଲେ ଏହି ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ରାଜ୍ୟ ସରକାରରେ ଚାକିରି ନିୟମିତ ହୋଇଥିବା କର୍ମଚାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ନବୀନ କାର୍ଡ ପାଇଁ ଆବେଦନ କରିପାରିବେ । ଏହି କାର୍ଡ ପାଇଁ ଆଉ…

Read More

୪ ନେତାଙ୍କୁ ଲୋକସଭା ଆସନରେ ବିଜେଡିର ଗ୍ରୀନ୍ ସିଗନାଲ୍‌: ସମ୍ବଲପୁରରୁ ବବି, ବ୍ରହ୍ମପୁରରୁ ମାନସ

୪ ନେତାଙ୍କୁ ଲୋକସଭା ଆସନରେ ବିଜେଡିର ଗ୍ରୀନ୍ ସିଗନାଲ୍‌: ସମ୍ବଲପୁରରୁ ବବି, ବ୍ରହ୍ମପୁରରୁ ମାନସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ହେବିୱେଟ ତଥା ଲୋକପ୍ରିୟ ରାଜନେତାଙ୍କୁ ବିଜେଡି କେଉଁଠି ପ୍ରାର୍ଥୀ ଦେବ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି । ୨୦୨୪ ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ମାସ ଥିବାବେଳେ ବିଜେଡିର ୪ଜଣ ପ୍ରଭାବଶାଳୀ ରାଜନେତାଙ୍କୁ ନେଇ ଏବେ ଚାଲିଛି ଅଙ୍କକଷା । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ…

Read More

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ନେଇ ପତ୍ନୀକୁ ବାଉଁଶ ବାଡିରେ ଅମାନୁଷିକ ଭାବରେ ଦିନ ଦ୍ୱିପହରରେ ପିଟିପିଟି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଯେ, ୨୯/୧୦/୨୦୨୧ ମସିହାରେ ମହୁଭଣ୍ଢାର ଗ୍ରାମର ରାମଜିତ୍ ଟୁଡୁ (୫୫)ପାରିବାରିକ ସମସ୍ୟା ନେଇ ପତ୍ନୀ ଆଶମାତଙ୍କ…

Read More