ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା
ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା #କଟକ(ଏନ୍.ଏମ୍.): କଟକ ସହରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଚଳାଇଛନ୍ତି । ବିଶେଷ କରି ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଏହା ଦ୍ୱାରା ନିର୍ବାଚନ ମଣ୍ଡଳୀରେ ସେ ଅଧିକରୁ ଅଧିକ ଲୋକପ୍ରିୟତା ଅର୍ଜନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି…
