ରାସ୍ତାର ଉନ୍ନତକରଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ
ରାସ୍ତାର ଉନ୍ନତକରଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଏବଂ ଚୌଦ୍ୱାର ପୌର ପାଳିକାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ୫୫ ଜାତୀୟ ରାଜପଥ ନିକଟ ୧୬ ନମ୍ୱର ୱାର୍ଡ ସ୍ଥିତ ଧୂମାବତୀ ଛକ ଠାରୁ ନୁଆପାଟଣା ଛକ ପର୍ଯ୍ୟନ୍ତ ରାସ୍ତାଟି ଯାହାକି ପୁରୁଣା କଟକ ସମ୍ବଲପୁର ରାସ୍ତା ନାମରେ ନାମିତ ହୋଇଛି ଉକ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପ୍ରସାରଣ ନିମନ୍ତେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ…
