ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା
ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା #କୋଣାର୍କ(ଏନ୍.ଏମ୍.): ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଣାର୍କ, ନିମାପଡ଼ା, ଗୋପ, କାକଟପୁର, ପୁରୀ ଆଦି ବହୁ ସାମ୍ବାଦିକ ସଂଘର ସାମ୍ବାଦିକମାନେ ଉପସ୍ଥିତ ଥିଲେ ।…
