ପ୍ରାଣୀ ସମ୍ବଳକୁ ବିଏମ୍ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ
ପ୍ରାଣୀ ସମ୍ବଳକୁ ବିଏମ୍ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ [caption id="attachment_5417" align="alignnone" width="300"] News by B. Mishra (BBSR)[/caption] ଭୁବନେଶ୍ୱର(ଏନ୍.ଏମ୍.): ସ୍ମାର୍ଟସିଟିରେ ପ୍ରାଣୀ ସମ୍ବଳର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି…




















