ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ
ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ #କଟକ(ଏନ୍.ଏମ୍.): ବିଶିଷ୍ଟ ଶିକ୍ଷାବିତ ଖ୍ରୀଷ୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା ।…



















