କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ
କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କଟକ(ଏନ୍.ଏମ୍.): ରୋଟାରୀ କ୍ଲବ କଟକ ରାଡିଆନ୍ସ ପକ୍ଷରୁ ମ୍ୟୁନିସପାଲଟି ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସଭାପତି ଜ୍ଞାନୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତାମଠ ନିକଟସ୍ଥ ରାମକୃଷ୍ଣ ମିଶନ ପରିସରରେ ୬୦ଜଣ ସଫେଇ କର୍ମଚାରୀଙ୍କୁ ଶୁଖିଲା…




















