ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି
ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି ଭୁବନେଶ୍ୱର/ନୂଆଦିଲ୍ଲୀ (ଏନ୍.ଏମ୍.): ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ…




















