ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ
ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ ମାତୃଶକ୍ତି ହିଁ ମୋର ଚଳାପଥକୁ ସଫଳ କରିବ: ବିଧାୟକ ସରୋଜ ମେହେର ପାଟଣାଗଡ଼ (ଏନ୍.ଏମ୍.): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଘସିଏନ ଖେଳପଡିଆ ଠାରେ ବିଜୁଜନତା ଦଳ ପକ୍ଷରୁ ୧୪ ନମ୍ବର ଜୋନସ୍ତରୀୟ ବିରାଟ ମହିଳା କର୍ମୀ ସମାବେଶ…




















