ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

News by Padmalochan Mishra (Ctc)

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୨୭ନମ୍ବର ୱାର୍ଡ଼ ନିମ ସାହି ଅଞ୍ଚଳରେ ଏକ ରାସ୍ତାକୁ ନୂତନ ଢାଞ୍ଚାରେ ନିର୍ମାଣ କରାଯିବ । ରାସ୍ତାଟି ସମ୍ପୂର୍ଣ୍ଣ ଫ୍ଲେବର ଟାଇଲ ବିଛାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସଙ୍କ ଦ୍ୱାରା ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାହିର ମୁରବୀ ସମର ନାୟକ, ଲକ୍ଷ୍ମଣ ସାହୁ, ରାମଚନ୍ଦ୍ର ଦାସ, ଜାନକିବଲ୍ଲଭ ସାହୁଙ୍କ ସମେତ ସାହିର ଯୁବ ଗୋଷ୍ଠୀ ଯୋଗଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ