ମଣିପୁରରେ ମୃଦୁ ଭୂମିକମ୍ପ

ମଣିପୁରରେ ମୃଦୁ ଭୂମିକମ୍ପ

କଟକ,(ଏନ୍‌.ଏମ୍‌.): ଆଜି ସକାଳୁ ମଣିପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତିବ୍ରତା ରିକ୍ଟରସ୍କେଲରେ ୪.୩ ରହିଥିଲା । ତେବେ ଏହି ଭୂମିକମ୍ପ ହାଲୁକା ରହିଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳ ୬ଟା ୫୬ମିନିଟ ସମୟରେ ହଠାତ୍‌ ହାଲୁକା ଝଟକା ଅନୁଭବ ହୋଇଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ