ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ


କଟକ(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଚନ୍ଦ୍ରକାନ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି କେନ୍ଦ୍ରାଞ୍ଚଳ, କଟକ ଠାରେ ଦାଇତ୍ୱ ନିର୍ବାହ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ପଦନ୍ନତି ହେବା ପରେ ତାଙ୍କ ସ୍ଥାନରେ ନିକଟରେ ପଦନ୍ନତି ପାଇଥିବା ଅଶୋକ କୁମାର ଷଢଙ୍ଗୀଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ଷଢଙ୍ଗୀ ଏଥି ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାଇତ୍ୱରେ ମଧ୍ୟ ରହିବେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି