ରାଜବୀରକୁ ସହାୟତାର ହାତ ବଢାଇଲା ‘କୋଣାର୍କ ପରିବାର’
ରାଜବୀରକୁ ସହାୟତାର ହାତ ବଢାଇଲା ‘କୋଣାର୍କ ପରିବାର’ କୋଣାର୍କ (ଏନ୍.ଏମ୍.): ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଫୁଲବାଣୀ ଜିଲ୍ଲା କନ୍ଧମାଳ ଆମ୍ବାପଡା ଗ୍ରାମର ନିଷ୍ପାପ ଶିଶୁ ରାଜବୀର ରଣାକୁ ବଞ୍ଚାଇବା ପାଇଁ ବାପା ଓ ମାଙ୍କ ଆକୁଳନ ନିବେଦନ ଶୁଣିବା ପରେ କୋଣାର୍କର ସ୍ୱେଛାସେବୀ ସଙ୍ଗଠନ ‘କୋଣାର୍କ ପରିବାର’ର ସଦସ୍ୟମାନେ ସହାୟତାର ହାତ ବଢାଇଛନ୍ତି । ଏହି ରୋଗରୁ ମୁକ୍ତି ପାଇଁ ନିଦ୍ଧିଷ୍ଟ ସମୟ ମଧ୍ୟରେ ୧୬କୋଟି ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନର ଆବଶ୍ୟକତା ରହିଛି । ପୁଅର…
