ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ? ଜଗତପୁର(ଏନ୍.ଏମ୍.): କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟସରକାର ଏକକାଳୀନ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, କଟକ ନେତାଜୀ ବସ ଟର୍ମିନାଲକୁ ମଧ୍ୟ ବିଶ୍ୱସ୍ତରୀୟ କରିବା ନିମନ୍ତେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଏହାର ଭୂଗୋଳ ପରିବର୍ତ୍ତନ କରାଯାଉଥିବାବେଳେ କଟକ ସହରକୁ ମୁଖ୍ୟତଃ ସଂଯୋଗ କରାଯାଇଥିବା ଆଇବି…
