ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି କହିଛନ୍ତି । ଗରିବରୁ ଅତି ଗରିବ ମହିଳାମାନଙ୍କୁ ଆଜିର ସମାଜରେ ସଠିକ୍ ରୋଜଗାର ସହ ସେମାନଙ୍କୁ ଉପଯୁକ୍ତ…

Read More

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପୋଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ…

Read More

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତା କରି ଭିଜିଲାନ୍ସ ନିର୍ଦ୍ଦେଶାଳୟ, ସେଲ ଡିଭିଜନର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟେକସ୍ତରରୁ ଦୁର୍ନୀତି ଦୂର କରିବା ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ…

Read More

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ରାଜ୍ୟର ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧତା କଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଏହି ପ୍ରାର୍ଥୀମାନେ ଆଶ୍ୱସ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ…

Read More

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର…

Read More

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱର ଏବେ ସେକ୍ସର‌୍ୟାକେଟର ଅଭୟାରଣ୍ୟ ପାଲଟିଛି । କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବହୁ ଉଦ୍ୟମ କରୁଥିଲେ ମଧ୍ୟ ଅସାଧୁ ବ୍ୟକ୍ତିମାନେ ନୂଆନୂଆ ତରିକାରେ ଦେହ ବ୍ୟବସାୟ ଚଳାଇଛନ୍ତି । ଆଜି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦେହ ବେପାର କାର୍ଯ୍ୟରେ ସମ୍ପୃକ୍ତିଥିବା ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଚାକିରୀ ଦେବା ନାଁରେ ଶିକ୍ଷିତ…

Read More

ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା

ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା ଚୌଦ୍ୱାର(ଏନ୍‌.ଏମ୍‌.): ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ନାବାର୍ଡ଼ ଓଡ଼ିଶା ସହାୟତାରେ ସ୍ଥାନୀୟ ବାଣୀପଦା ପଞ୍ଚାୟତ ଚାଙ୍ଗୁଡ଼ିଆ ଓ ବନ୍ଦାଳୋ ଗ୍ରାମର ମହଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ନେଇ ବ୍ୟବସାୟ ଭିତ୍ତିକ ଛତୁଚାଷ ପ୍ରଶିକ୍ଷଣ ଦିଆଯାଇଛି । ଏହି କର୍ମଶାଳାକୁ ନାବାର୍ଡ଼ କଟକ ଜିଲା ଉପ ପରିଚାଳକ ଏସ୍‌.ଏସ୍‌. ପଣ୍ଡା ଉଦ୍‌ଘାଟନ କରିଥିଲେ । ସମାଜସେବୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଲକ୍ଷ୍ମଣ ରାଉତଙ୍କ ପରିଚାଳନାରେ ଆୟୋଜିତ ଏହି…

Read More

ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା

ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୯ମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ(ଏସଏ)-୧ ପରୀକ୍ଷା ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ବୋର୍ଡ଼ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ଯେ, ପରୀକ୍ଷା ୨ଟି ସିଟିଂରେ କରାଯିବ । ପ୍ରଥମ ସିଟିଂ…

Read More

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ୩ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟରେ…

Read More

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ ସ୍ଥିତ ଏକ ଅଗରବତୀ କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ,କଞ୍ଚାମାଲ ଓ ଅଗରବତୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସୂଚନା ମୁତାବକ,ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ରେ ଥିବା ଏସ ଏସ ଏଣ୍ଟରପ୍ରାଇଜେସ ନାମକ ଏକ ଅଗରବତୀ କାରଖାନା ରହିଛି ।…

Read More

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିଛି ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ । ଦୀର୍ଘ ୧୪ ବର୍ଷ ଧରି ରାଜ୍ୟରେ ଥିବା ସମସ୍ତ ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବି କରି ନିଜ ନିଜ…

Read More

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ, ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା #କଟକ(ଏନ୍‌.ଏମ୍‌.): ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୭ଜଣ ପୁରୁଷ ରହିଛନ୍ତି । ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଦ୍ୱିତୀୟ…

Read More